ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଂସାର ବା ଭୂମଣ୍ଡଳର ଯେଉଁ ଭାଗଟି ପୃଥକ୍ ରୂପେ ବିବେଚନା କରାଯାଏ
ଉଦାହରଣ : କୀଟପତଙ୍ଗଙ୍କର ଅଲଗା ସଂସାର ବନସ୍ପତି ଜଗତରେ ଅନେକ ବିବିଧତା ଭରି ରହିଛି
ସମକକ୍ଷ : ଜଗତ, ଦୁନିଆଁ
संसार या भूमंडल का वह भाग जो विशेषकर अलग समझा जाता है।
A part of the earth that can be considered separately.
ଅର୍ଥ : ଆମେ ପ୍ରାଣୀମାନେ ରହୁଥିବା ଜଗତ
ଉଦାହରଣ : ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
ସମକକ୍ଷ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସୃଷ୍ଟି
वह लोक जिसमें हम प्राणी रहते हैं।
ଅର୍ଥ : ସଂସାରରେ ରହିବା ଲୋକ
ଉଦାହରଣ : ମହାତ୍ମା ଗାନ୍ଧୀଙ୍କୁ ସାରା ଦୁନିଆ ସମ୍ମାନ କରେ ମୁଁ ଏ ଦୁନିଆକୁ ଖାତିର କରେ ନାହିଁ ଆଜିକାଲିର ଦୁନିଆ ପଇସାର ପଛରେ ଦୌଡ଼ୁଛି
ସମକକ୍ଷ : ଜଗତ, ଦୁନିଆ, ବିଶ୍ୱ, ଲୋକ
संसार में रहने वाले लोग।
People in general considered as a whole.
ଅର୍ଥ : କାହାରି ଯେଉଁ ସମସ୍ତ ଅଭିଜ୍ଞତା ତାଙ୍କୁ ବସ୍ତୁଗୁଡ଼ିକ କିପରି ଦିଶେ ବା ପ୍ରତୀତ ହୁଏ ତାହା ନିର୍ଦ୍ଧାରଣ କରେ
ଉଦାହରଣ : ଆମେ ଏକ ଅଲଗା ସଂସାରରେ ରହୁଛୁ
* किसी के वे सभी अनुभव जो यह निर्धारित करते हैं कि उसको वस्तुएँ कैसी दिखाई देती हैं या प्रतीत होती हैं।
All of your experiences that determine how things appear to you.
ଅର୍ଥ : କୌଣସି ବ୍ୟକ୍ତିଙ୍କର ସେହି ଅନୁଭୂତିଗୁଡ଼ିକ ଯାହା ବସ୍ତୁଗୁଡ଼ିକର ସ୍ୱରୂପ ନିର୍ଦ୍ଧାରଣ କରେ
ଉଦାହରଣ : ସେ ତା ନିଜ ଦୁନିଆଁରେ ମଗ୍ନ ରହିଥାଏ ପ୍ରତ୍ୟେକ ବ୍ୟକ୍ତିର ଆପଣା ଦୁନିଆଁ ଥାଏ
किसी की वे सब अनुभूतियाँ जो वस्तुओं के स्वरूप का निर्धारण करती हैं।
ସଂସ୍ଥାପନ କରନ୍ତୁ