ଅର୍ଥ : ବିଶ୍ବର କୌଣସି ବିଶିଷ୍ଟ ଅଂଶ ବା ସ୍ଥାନ ଯେଉଁଠି କିଛି ଅଲଗା ପ୍ରକାରର ଜୀବ ବା ପ୍ରାଣୀ ରହନ୍ତି
ଉଦାହରଣ :
ଜୀବଲୋକ,ଦେବଲୋକ,ବ୍ରହ୍ମଲୋକ,ମନୁଷ୍ୟଲୋକ ଆଦି କେତେ ଲୋକ ଅଛି
ଅର୍ଥ : ପୃଥିବୀର ତଳେ-ଉପରେ କିଛି କଳ୍ପିତ ସ୍ଥାନ ପୁରାଣ ଅନୁସାରେ ଯାହାର ସଂଖ୍ୟା ଚଉଦ
ଉଦାହରଣ :
ଧର୍ମଗ୍ରନ୍ଥ ଅନୁସାରେ ଉପରେ ସାତ ଓ ତଳେ ସାତ ଲୋକ ଅଛି
ସମକକ୍ଷ : ଭୁବନ