ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୃଷ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୃଷ୍ଟି   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରାକୃତିକ ଦୃଶ୍ୟର ସଂସାରରେ ଗଛଲତା, ପଶୁପକ୍ଷୀ ଓ ପୃଥିବୀର ଦୃଶ୍ୟ ଆଦି ସାମିଲ

ଉଦାହରଣ : ପ୍ରକୃତି ତାର ମୂଳରୂପକୁ ଧରି ରଖିବାପାଇଁ ଉଚିତ ପଦକ୍ଷେପ ନିଆଯିବା ଉଚିତ

ସମକକ୍ଷ : ନିସର୍ଗ, ପ୍ରକୃତି

प्राकृतिक दृश्य संसार जिसमें पेड़-पौधे, पशु-पक्षी और भू-दृश्य आदि शामिल हैं।

प्रकृति को उसके मूल रूप में बनाए रखने के लिए ठोस कदम उठाने चाहिए।
निसर्ग, प्रकृति

The natural physical world including plants and animals and landscapes etc..

They tried to preserve nature as they found it.
nature

ଅର୍ଥ : ଆମେ ପ୍ରାଣୀମାନେ ରହୁଥିବା ଜଗତ

ଉଦାହରଣ : ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ

ସମକକ୍ଷ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର

ଅର୍ଥ : ଅନନ୍ତ ଲୋକ ଅର୍ଥାତ ତାରା, ଗ୍ରହ, ନକ୍ଷତ୍ରଆଦି ଯୁକ୍ତ ସଂପୂର୍ଣ୍ଣ ବିଶ୍ୱ

ଉଦାହରଣ : ବ୍ରହ୍ମାଣ୍ଡ ରହସ୍ୟରେ ଭରି ଯାଇଛି

ସମକକ୍ଷ : ଅଖିଳ ବିଶ୍ୱ, ବ୍ରହ୍ମାଣ୍ଡ

अनंत लोकों अर्थात् तारों, ग्रहों, नक्षत्रों, आदि से युक्त संपूर्ण विश्व।

ब्रह्मांड रहस्यों से भरा पड़ा है।
अंड, अण्ड, अधिलोक, ब्रम्हांड, ब्रम्हाण्ड, ब्रह्मांड, ब्रह्माण्ड, यूनिवर्स, विराट्, विश्व, सृष्टि

Everything that exists anywhere.

They study the evolution of the universe.
The biggest tree in existence.
cosmos, creation, existence, macrocosm, universe, world