ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆମେ ପ୍ରାଣୀମାନେ ରହୁଥିବା ଜଗତ
ଉଦାହରଣ : ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
ସମକକ୍ଷ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମୃତ୍ୟୁଲୋକ, ସଂସାର, ସୃଷ୍ଟି
वह लोक जिसमें हम प्राणी रहते हैं।
ସଂସ୍ଥାପନ କରନ୍ତୁ