ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶ୍ୱ   ବିଶେଷ୍ୟ

ଅର୍ଥ : ଆମେ ପ୍ରାଣୀମାନେ ରହୁଥିବା ଜଗତ

ଉଦାହରଣ : ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ

ସମକକ୍ଷ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର, ସୃଷ୍ଟି

ଅର୍ଥ : ସଂସାରରେ ରହିବା ଲୋକ

ଉଦାହରଣ : ମହାତ୍ମା ଗାନ୍ଧୀଙ୍କୁ ସାରା ଦୁନିଆ ସମ୍ମାନ କରେ ମୁଁ ଏ ଦୁନିଆକୁ ଖାତିର କରେ ନାହିଁ ଆଜିକାଲିର ଦୁନିଆ ପଇସାର ପଛରେ ଦୌଡ଼ୁଛି

ସମକକ୍ଷ : ଜଗତ, ଦୁନିଆ, ଲୋକ, ସଂସାର

संसार में रहने वाले लोग।

महात्मा गाँधी का सम्मान पूरी दुनिया करती है।
मैं इस दुनिया की परवाह नहीं करता।
आज की दुनिया पैसे के पीछे भाग रही है।
जग, जगत, जगत्, जमाना, जहाँ, जहां, जहान, ज़माना, दुनिया, दुनियाँ, दुनियाँवाले, दुनियावाले, लोक, लोग, वर्ल्ड, विश्व, संसार

People in general considered as a whole.

He is a hero in the eyes of the public.
populace, public, world