ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୃତ୍ୟୁଲୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୃତ୍ୟୁଲୋକ   ବିଶେଷ୍ୟ

ଅର୍ଥ : ଲୋକେ ମଲାପରେ ଯେଉଁ ଲୋକକୁ ଯାଆନ୍ତି

ଉଦାହରଣ : କୁହାଯାଏ ଯେ ନରକ ଚତୁର୍ଦ୍ଦଶୀ ଦିନ ଯମପୁରର ଦ୍ୱାର ଖୋଲା ରହେ

ସମକକ୍ଷ : ଯମପୁର, ଯମପୁରୀ, ଯମଲୋକ

वह लोक जहाँ लोग मरने पर जाते हैं।

कहा जाता है नरक चतुर्दशी के दिन यमलोक का दरवाज़ा खुला रहता है।
प्रेतपुर, प्रेतपुरी, प्रेतलोक, मृत्युलोक, यमपुर, यमपुरी, यमलोक, यमालय

ଅର୍ଥ : ଆମେ ପ୍ରାଣୀମାନେ ରହୁଥିବା ଜଗତ

ଉଦାହରଣ : ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ

ସମକକ୍ଷ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ସଂସାର, ସୃଷ୍ଟି

ଅର୍ଥ : ମୃତ୍ୟୁ ହେବାର ପର ଅବସ୍ଥା

ଉଦାହରଣ : ଜିଇଁ ଥାଉଥାଉ ମୃତ୍ୟୁଲୋକ ଚିନ୍ତା କାହିଁକି

ସମକକ୍ଷ : ଆର ଦୁନିଆଁ

मरने के बाद की अवस्था।

जीते जी आक़बत की चिंता क्यों करनी।
अकबत, आकबत, आक़बत