ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଳମେଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଳମେଳ   ବିଶେଷ୍ୟ

ଅର୍ଥ : ପ୍ରାୟତଃ ମିଳାମିଶାରୁ ଉତ୍ପନ୍ନ ହେଉଥିବା ସମ୍ପର୍କ

ଉଦାହରଣ : ଆଜିକାଲି ସେ ଦୁହିଁଙ୍କ ମଧ୍ୟରେ ବହୁତ ତାଳମେଳ ଅଛି

ସମକକ୍ଷ : ମନମେଳ, ମେଳାପ, ସୌହାର୍ଦ୍ୟ

प्रायः मिलते रहने से उत्पन्न संबंध।

उन दोनों में बहुत मेलजोल है।
इख़्तिलात, इख्तिलात, मेल मिलाप, मेल-जोल, मेल-मिलाप, मेलजोल, हेल-मेल, हेलमेल

ଅର୍ଥ : କେତେକ ତତ୍ତ୍ୱର ସଂଯୋଗରେ ହେଉଥିବା ଜ୍ଞାନର ଜଟିଳ ରଚନା

ଉଦାହରଣ : ଆପଣଙ୍କ ଲେଖାରେ କିଛି ତାଳମେଳ ନାହିଁ

ସମକକ୍ଷ : ସଂଯୋଗ

* ज्ञान का ऐसा जटिल संयोजन जैसे कि तत्त्व और उनके मिश्रण।

आपके लेख की कोई संरचना ही नहीं है।
संरचना

The complex composition of knowledge as elements and their combinations.

His lectures have no structure.
structure

ଅର୍ଥ : କାର୍ଯ୍ୟ ଓ କାରଣର ସଂଗତି ବା ନିର୍ବାହ

ଉଦାହରଣ : ସମନ୍ୱୟ ରହିଲେ ସମସ୍ୟା ଆଉ କେଉଁଠି ରହିବ?

ସମକକ୍ଷ : ସମନ୍ୱୟ, ସୁସଂପର୍କ

कार्य एवं कारण की संगति या निर्वाह।

समन्वय में समस्या ही कहाँ रहती है?
समन्वय, समन्वयन

The regulation of diverse elements into an integrated and harmonious operation.

coordination