ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
ଉଦାହରଣ : ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
ସମକକ୍ଷ : ଉପାଧି, କୁଳନାମ, ବଂଶନାମ, ସାଙ୍ଗିଆ
किसी व्यक्ति के वास्तविक और मुख्य नाम के अंत में रहनेवाला वह शब्द जो उसके वंश,परिवार,वृत्ति आदि का सूचक होता है।
The name used to identify the members of a family (as distinguished from each member's given name).
ଅର୍ଥ : ଯୋଗ୍ୟତା, ସମ୍ମାନଆଦିର ସୂଚକ ଶବ୍ଦ ଯାହାକୁ କୌଣସି ନାମ ସହିତ ଯୋଡ଼ାଯାଏ
ଉଦାହରଣ : ଶ୍ୟାମଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା
ସମକକ୍ଷ : ଉପାଧି, ପଦବୀ
योग्यता, सम्मान आदि का सूचक शब्द जो किसी नाम के साथ लगाया जाता है।
ଅର୍ଥ : ସୂର୍ଯ୍ୟଙ୍କ ଜଣେ ପତ୍ନୀ
ଉଦାହରଣ : ଏକ କଥାନୁସାରେ ବୈବସ୍ୱତ ମନୁ ଓ ଯମ ସଂଜ୍ଞାଙ୍କର ପୁତ୍ର ଥିଲେ
सूर्य की एक पत्नी।
An imaginary being of myth or fable.
ଅର୍ଥ : ବୋଧ କରିବାର ବୃତ୍ତି ବା ଶକ୍ତି
ଉଦାହରଣ : ଚେତନା ହିଁ ଜୀବନର ଲକ୍ଷଣ ମୃତକର ଶରୀର ସଂଜ୍ଞା ଶୂନ୍ୟ ହୋଇଥାଏ
ସମକକ୍ଷ : ଚେତନା, ଚୈତନ୍ୟ, ହୋସ୍
बोध करने की वृत्ति या शक्ति जिसके द्वारा जीवों को अपनी आवश्यकताओं और स्थितियों के अनुसार अनेक प्रकार की अनुभूतियाँ होती हैं।
An alert cognitive state in which you are aware of yourself and your situation.
ସଂସ୍ଥାପନ କରନ୍ତୁ