ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
ଉଦାହରଣ : ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
ସମକକ୍ଷ : ଉପାଧି, କୁଳନାମ, ସଂଜ୍ଞା, ସାଙ୍ଗିଆ
किसी व्यक्ति के वास्तविक और मुख्य नाम के अंत में रहनेवाला वह शब्द जो उसके वंश,परिवार,वृत्ति आदि का सूचक होता है।
The name used to identify the members of a family (as distinguished from each member's given name).
ଅର୍ଥ : ବଂଶର ନାମ
ଉଦାହରଣ : ତୁମେ ନିଜର ଗୋତ୍ର ବା ଉପଗୋତ୍ର ଏହି କାଗଜ ଖଣ୍ଡ ଉପରେ ଲେଖି ପାର
ସମକକ୍ଷ : ଉପଗୋତ୍ର
वंश का नाम।
ସଂସ୍ଥାପନ କରନ୍ତୁ