ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦବୀ   ବିଶେଷ୍ୟ

ଅର୍ଥ : ଯୋଗ୍ୟତା, ସମ୍ମାନଆଦିର ସୂଚକ ଶବ୍ଦ ଯାହାକୁ କୌଣସି ନାମ ସହିତ ଯୋଡ଼ାଯାଏ

ଉଦାହରଣ : ଶ୍ୟାମଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା

ସମକକ୍ଷ : ଉପାଧି, ସଂଜ୍ଞା

योग्यता, सम्मान आदि का सूचक शब्द जो किसी नाम के साथ लगाया जाता है।

सचिन तेन्दुलकर को भारत रत्न की उपाधि से सम्मानित किया गया।
अभिहिति, उपाधि, ख़िताब, खिताब, पदवी, लकब, लक़ब

ଅର୍ଥ : କୌଣସି ଅଧିକାରୀ ଆସୀନ ହୋଇଥିବା ସ୍ଥାନ ବା ପଦ

ଉଦାହରଣ : ନେତା ନିଜର ପଦବୀ ଛାଡିବାକୁ ଚାହାଁନ୍ତିନାହିଁ

ସମକକ୍ଷ : ଆସନ, ଉପାଧି

वह स्थान या पद जिस पर कोई अधिकारी आसीन हो।

नेता अपनी कुर्सी छोड़ना ही नहीं चाहते।
अधिकारी का पद, कुरसी, कुर्सी

A job in an organization.

He occupied a post in the treasury.
berth, billet, office, place, position, post, situation, spot