ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚେତନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚେତନା   ବିଶେଷ୍ୟ

ଅର୍ଥ : ଚେତନାଯୁକ୍ତ ଅବସ୍ଥା ବା ଭାବ

ଉଦାହରଣ : ମନୁଷ୍ୟମାନଙ୍କ ଠାରେ ଚେତନତା ଦେଖାଯାଏ

ସମକକ୍ଷ : ଚେତନତା, ଚୈତନତା

चेतना होने की अवस्था या भाव।

हम मनुष्यों में चेतनता पायी जाती है।
चेतनता, चैतन्यता

State of elementary or undifferentiated consciousness.

The crash intruded on his awareness.
awareness, sentience

ଅର୍ଥ : ବୋଧ କରିବାର ବୃତ୍ତି ବା ଶକ୍ତି

ଉଦାହରଣ : ଚେତନା ହିଁ ଜୀବନର ଲକ୍ଷଣ ମୃତକର ଶରୀର ସଂଜ୍ଞା ଶୂନ୍ୟ ହୋଇଥାଏ

ସମକକ୍ଷ : ଚୈତନ୍ୟ, ସଂଜ୍ଞା, ହୋସ୍‌

बोध करने की वृत्ति या शक्ति जिसके द्वारा जीवों को अपनी आवश्यकताओं और स्थितियों के अनुसार अनेक प्रकार की अनुभूतियाँ होती हैं।

चेतना ही जीवन का लक्षण है।
मृतक का शरीर संज्ञा शून्य होता है।
अंगानुभूति, चेतन शक्ति, चेतन-शक्ति, चेतना, चैतन्य, ज्ञान, संज्ञा, सुध, सुधि, होश

An alert cognitive state in which you are aware of yourself and your situation.

He lost consciousness.
consciousness