ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୈଣସି ସମାଜ ବା ଗୋଷ୍ଠୀର ମୁଖିଆ ଯେ ପ୍ରାୟତଃ ବିବାଦ ଆଦି ସମାଧାନ କରନ୍ତି ଏବଂ ଲୋକମାନଙ୍କୁ ପରାମର୍ଶ ଆଦି ଦିଅନ୍ତି
ଉଦାହରଣ : ଆଜି ମଧ୍ୟ କେତେକ ଆଦିବାସୀ ଜାତି ମଧ୍ୟରେ ଚୌଧୁରୀ ହିଁ ନିଷ୍ପତ୍ତି କରନ୍ତି
ସମକକ୍ଷ : ଚୌଧୁରୀ, ବେହେରା
किसी विशेष समाज या बिरादरी का प्रधान जो प्रायः विवाद आदि हल करता और लोगों को सलाह आदि देता है।
A person who is in charge.
ଅର୍ଥ : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
ଉଦାହରଣ : ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
ସମକକ୍ଷ : ମୁଖ୍ୟ, ଶ୍ରେଷ୍ଠ
किसी संगठन का सर्वश्रेष्ठ नेता या प्रधान व्यक्ति।
The highest leaders in an organization (e.g. the commander-in-chief and senior officers of the military).
ଅର୍ଥ : କୌଣସି ଦଳ ବା ସମୂହର ପ୍ରଧାନ ବା ନାୟକ
ଉଦାହରଣ : ଅଟଳବିହାରୀ ବାଜପେୟୀ ଭାଜପାର ଦଳପତି
ସମକକ୍ଷ : ଅଧିନାୟକ, ଗଣନାୟକ, ଦଳନାୟକ, ଦଳପତି, ନାୟକ, ଯୂଥପତି
वह जो किसी दल या समुदाय का प्रधान या नायक हो।
The leader of a group of people.
ଅର୍ଥ : ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି
ଉଦାହରଣ : ମୋହନ ଏହି ସଙ୍ଗଠନର ପ୍ରଧାନବ୍ୟକ୍ତି
ସମକକ୍ଷ : ନେତା, ପ୍ରଧାନ ବ୍ୟକ୍ତି, ମୁଖିଆ, ସରଦାର
वह व्यक्ति जो विशेष रूप से अवैध गतिविधियों में संलग्न लोगों का नेतृत्व करता हो।
A person who has general authority over others.
ଅର୍ଥ : ଜଣେ ରାଜର୍ଷି
ଉଦାହରଣ : ପ୍ରଧାନଙ୍କ ବର୍ଣ୍ଣନା ପୁରାଣରେ ମିଳେ
एक राजर्षि।
A mentor in spiritual and philosophical topics who is renowned for profound wisdom.
ଅର୍ଥ : କୌଣସି ଘର, ଦଳ ବା ସମାଜଆଦିର ପ୍ରମୁଖ
ଉଦାହରଣ : ଅଟଳଜୀ ଭାଜପାର ମୁଖିଆ
ସମକକ୍ଷ : ପ୍ରମୁଖ, ମୁଖିଆ, ମୁଖ୍ୟ
वह जो किसी घर, संस्था, दल या समाज आदि का प्रमुख हो या जिसे सब प्रकार के काम करने का अधिकार हो।
ଅର୍ଥ : ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ
ଉଦାହରଣ : ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ ଅଧିକ ବେଗରେ ଗତି କରେ
ସମକକ୍ଷ : ପ୍ରମୁଖ, ମୁଖ୍ୟ
सबसे अधिक महत्व का या जिसे महत्व दिया जाए।
Of greater importance or stature or rank.
ଅର୍ଥ : ଯାହା ଆବଶ୍ୟକ ହୁଏ
ଉଦାହରଣ : ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
ସମକକ୍ଷ : ପ୍ରମୁଖ, ମୁଖ୍ୟ, ମୂଳ
जो आवश्यक हो।
Serving as an essential component.
ଅର୍ଥ : ଯାହା ବାକ୍ୟ ରଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓ ଯେଉଁଥିରେ ଅତିକମରେ ଗୋଟିଏ କର୍ତ୍ତା ଓ ଗୋଟିଏ କ୍ରିୟା ଥାଏ
ଉଦାହରଣ : ମିଶ୍ରିତ ବାକ୍ୟରେ ଗୋଟିଏ ମୁଖ୍ୟ ଉପବାକ୍ୟ ଥାଏ
ସମକକ୍ଷ : ମୁଖ୍ୟ
जो वाक्य रचना की दृष्टि से पूर्ण हो और जिसमें कम से कम एक कर्ता और एक क्रिया हो।
(of a clause) capable of standing syntactically alone as a complete sentence.
ଅର୍ଥ : ଯେ କୌଣସି କ୍ଷେତ୍ରର ମୁଖିଆ
ଉଦାହରଣ : ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ସମକକ୍ଷ : ଅଗ୍ରଗଣ୍ୟ, ଅଗ୍ରଣୀ, ପ୍ରମୁଖ, ବରିଷ୍ଠ, ମୁଖ୍ୟ, ଶ୍ରେଷ୍ଠ
जो किसी भी क्षेत्र का प्रमुख हो।
Ranking above all others.
ସଂସ୍ଥାପନ କରନ୍ତୁ