ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
ଉଦାହରଣ : ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
ସମକକ୍ଷ : ପ୍ରଧାନ, ଶ୍ରେଷ୍ଠ
किसी संगठन का सर्वश्रेष्ठ नेता या प्रधान व्यक्ति।
The highest leaders in an organization (e.g. the commander-in-chief and senior officers of the military).
ଅର୍ଥ : କୌଣସି ଘର, ଦଳ ବା ସମାଜଆଦିର ପ୍ରମୁଖ
ଉଦାହରଣ : ଅଟଳଜୀ ଭାଜପାର ମୁଖିଆ
ସମକକ୍ଷ : ପ୍ରଧାନ, ପ୍ରମୁଖ, ମୁଖିଆ
वह जो किसी घर, संस्था, दल या समाज आदि का प्रमुख हो या जिसे सब प्रकार के काम करने का अधिकार हो।
A person who is in charge.
ଅର୍ଥ : ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ
ଉଦାହରଣ : ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ ଅଧିକ ବେଗରେ ଗତି କରେ
ସମକକ୍ଷ : ପ୍ରଧାନ, ପ୍ରମୁଖ
सबसे अधिक महत्व का या जिसे महत्व दिया जाए।
Of greater importance or stature or rank.
ଅର୍ଥ : ଯାହା ଆବଶ୍ୟକ ହୁଏ
ଉଦାହରଣ : ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
ସମକକ୍ଷ : ପ୍ରଧାନ, ପ୍ରମୁଖ, ମୂଳ
जो आवश्यक हो।
Serving as an essential component.
ଅର୍ଥ : ଯାହା ବାକ୍ୟ ରଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓ ଯେଉଁଥିରେ ଅତିକମରେ ଗୋଟିଏ କର୍ତ୍ତା ଓ ଗୋଟିଏ କ୍ରିୟା ଥାଏ
ଉଦାହରଣ : ମିଶ୍ରିତ ବାକ୍ୟରେ ଗୋଟିଏ ମୁଖ୍ୟ ଉପବାକ୍ୟ ଥାଏ
ସମକକ୍ଷ : ପ୍ରଧାନ
जो वाक्य रचना की दृष्टि से पूर्ण हो और जिसमें कम से कम एक कर्ता और एक क्रिया हो।
(of a clause) capable of standing syntactically alone as a complete sentence.
ଅର୍ଥ : ଯେ କୌଣସି କ୍ଷେତ୍ରର ମୁଖିଆ
ଉଦାହରଣ : ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ସମକକ୍ଷ : ଅଗ୍ରଗଣ୍ୟ, ଅଗ୍ରଣୀ, ପ୍ରଧାନ, ପ୍ରମୁଖ, ବରିଷ୍ଠ, ଶ୍ରେଷ୍ଠ
जो किसी भी क्षेत्र का प्रमुख हो।
Ranking above all others.
ଅର୍ଥ : ସଙ୍ଗୀତରେ ସ୍ୱରଗ୍ରାମ ସହ ସମ୍ବନ୍ଧିତ
ଉଦାହରଣ : ବାଦକ ମୁଖ୍ୟ ସ୍ୱରଗ୍ରାମ ବଜାଉଥିଲେ
ସମକକ୍ଷ : ସ୍ୱରଗ୍ରାମ
संगीत में स्वरग्राम का या उससे संबंधित।
ଅର୍ଥ : ପଦ, ମର୍ଯ୍ୟାଦା ଆଦିରେ ଅନ୍ୟମାନଙ୍କଠାରୁ ଉପରେ ଥିବା ବ୍ୟକ୍ତି
ଉଦାହରଣ : ବରିଷ୍ଠ ଅଧିକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରୁଛନ୍ତି
ସମକକ୍ଷ : ବରିଷ୍ଠ, ସର୍ବୋଚ୍ଚ
जो पद, मर्यादा आदि में किसी से बढ़कर या ऊपर हो।
ସଂସ୍ଥାପନ କରନ୍ତୁ