ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବରିଷ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବରିଷ୍ଠ   ବିଶେଷଣ

ଅର୍ଥ : ଯେ ଅଧିକ ବୟସର ଓ ବୁଢ଼ା ହୋଇଗଲେଣି

ଉଦାହରଣ : ଏଠାରେ ବୃଦ୍ଧଲୋକମାନଙ୍କର ସେବା ନିଃଶୁକ୍ଳ କରାଯାଉଛି

ସମକକ୍ଷ : ବୁଢ଼ା, ବୃଦ୍ଧ, ବୟୋଜ୍ୟେଷ୍ଠ

ଅର୍ଥ : ଯେ କୌଣସି କ୍ଷେତ୍ରର ମୁଖିଆ

ଉଦାହରଣ : ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା

ସମକକ୍ଷ : ଅଗ୍ରଗଣ୍ୟ, ଅଗ୍ରଣୀ, ପ୍ରଧାନ, ପ୍ରମୁଖ, ମୁଖ୍ୟ, ଶ୍ରେଷ୍ଠ

जो किसी भी क्षेत्र का प्रमुख हो।

वह इस मंडल का प्रधान कार्यकर्ता है।
अगुआ, अग्रगण्य, अग्रणी, इंद्र, इन्द्र, धुरंधर, धुरन्धर, धोरी, प्रधान, प्रमुख, मुखर, मुखिया, मुख्य, वरिष्ठ, वरेण्य, शीर्ष, श्रेष्ठ, सदर

Ranking above all others.

Was first in her class.
The foremost figure among marine artists.
The top graduate.
first, foremost, world-class

ଅର୍ଥ : ପଦ, ମର୍ଯ୍ୟାଦା ଆଦିରେ ଅନ୍ୟମାନଙ୍କଠାରୁ ଉପରେ ଥିବା ବ୍ୟକ୍ତି

ଉଦାହରଣ : ବରିଷ୍ଠ ଅଧିକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରୁଛନ୍ତି

ସମକକ୍ଷ : ମୁଖ୍ୟ, ସର୍ବୋଚ୍ଚ

जो पद, मर्यादा आदि में किसी से बढ़कर या ऊपर हो।

वरिष्ठ अधिकारियों की गोष्ठी चल रही है।
वरिष्ठ, सीनियर