ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରବଣ କୁମାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରବଣ କୁମାର   ବିଶେଷ୍ୟ

ଅର୍ଥ : ଅନ୍ଧକ ମୁନିଙ୍କ ପୁତ୍ର ଯେ ନିଜ ପିତାମାତାଙ୍କୁ ବାହୁଙ୍ଗି ଭାରରେ ବସାଇ ତୀର୍ଥ ଯାତ୍ରା କରିବାପାଇଁ ନେଇ ଯାଇଥିଲେ

ଉଦାହରଣ : ରାଜା ଦଶରଥଙ୍କଦ୍ୱାରା ନିକ୍ଷେପ କରାଯାଇଥିବା ଶବ୍ଦଭେଦୀ ବାଣରେ ଶ୍ରବଣ କୁମାରଙ୍କ ମୃତ୍ୟୁ ହୋଇଥିଲା

ସମକକ୍ଷ : ଶ୍ରବଣ

अंधक मुनि के पुत्र जो अपने माता-पिता को काँवर में बिठाकर तीर्थ यात्रा कराने ले गए थे।

श्रवण की मृत्यु राजा दशरथ द्वारा छोड़े गए शब्दभेदी बाण से हुई।
श्रवण, श्रवण कुमार, सरवन

An imaginary being of myth or fable.

mythical being