ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୂଷିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୂଷିବା   ବିଶେଷ୍ୟ

ଅର୍ଥ : ଶୋଷି ଖାଇବାର ପ୍ରକ୍ରିୟା

ଉଦାହରଣ : ଶୋଷିବା ପରେ ରାମୁ ଆମ୍ବ ଟାକୁଆକୁ ଫୋପାଡ଼ି ଦେଲା

ସମକକ୍ଷ : ଶୋଷିବା

चूसने की क्रिया।

चूसने के बाद रामू ने आम की गुठली को फेंक दिया।
चुसाई, चूषण, चूसन, चूसना

The act of sucking.

suck, sucking, suction

ଚୂଷିବା   କ୍ରିୟାପଦ

ଅର୍ଥ : ଅନୁଚିତ ରୂପରେ ଧିରେଧିରେ କାହାର ଧନ, ସମ୍ପତ୍ତିଆଦି ନେଇଯିବା

ଉଦାହରଣ : ଜମିଦାର ନିଜ ଆରାମପାଇଁ ଗରିବମାନଙ୍କୁ ଶୋଷଣ କରୁଥିଲେ

ସମକକ୍ଷ : ଶୋଷଣ କରିବା

धीरे-धीरे अनुचित रूप से किसी का धन, सम्पति आदि ले लेना।

जमींदार अपने आराम के लिए गरीबों को चूसते थे।
चूसना

Use or manipulate to one's advantage.

He exploit the new taxation system.
She knows how to work the system.
He works his parents for sympathy.
exploit, work