ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୋଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୋଇବା   ବିଶେଷ୍ୟ

ଅର୍ଥ : ଶୋଇବା କାମ

ଉଦାହରଣ : ଶୟନପାଇଁ ହିଁ ରାତିର ସୃଷ୍ଟି ହୋଇଛି

ସମକକ୍ଷ : ଶୟନ

सोने की क्रिया।

सोने से शरीर को आराम मिलता है।
शयन, सयन, सोना

A natural and periodic state of rest during which consciousness of the world is suspended.

He didn't get enough sleep last night.
Calm as a child in dreamless slumber.
sleep, slumber

ଅର୍ଥ : ଗଡ଼ିବା କ୍ରିୟା

ଉଦାହରଣ : ଦିପହରର ଭୋଜନ ପରେ କିଛି ସମୟ ଶୋଇବା ଭଲବୋଲି ଗ୍ରହଣ କରାଯାଏ

ସମକକ୍ଷ : ଗଡ଼ିବା, ବିଶ୍ରାମ

लेटने की क्रिया।

दोपहर के भोजन के बाद थोड़ी देर लेटना अच्छा माना जाता है।
अधिशायन, लेटना

ଶୋଇବା   କ୍ରିୟାପଦ

ଅର୍ଥ : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା

ଉଦାହରଣ : କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା

ସମକକ୍ଷ : ଗଡ଼ିବା

फ़र्श, धरती या खाट आदि पर पीठ या पार्श्व लगाकर सारा शरीर उस पर ठहराना।

थका राही आराम करने के लिए पेड़ के नीचे लेट गया।
पड़ना, पौंढ़ना, पौढ़ना, लेटना

Assume a reclining position.

Lie down on the bed until you feel better.
lie, lie down

ଅର୍ଥ : ଶୋଇକରି ଶରୀର ଏବଂ ମସ୍ତିସ୍କକୁ ବିଶ୍ରାମ ଦେଉଥିବା ନିଦ୍ରିତ ଅବସ୍ଥାରେ ରହିବା‌

ଉଦାହରଣ : ହାଲିଆ ହୋଇଥିବାରୁ ସେ ଆଜି ଜଲ୍ଦି ଶୋଇପଡ଼ିଲେ

ସମକକ୍ଷ : ନିଦ୍ରାଯିବା, ଶୟନ କରିବା

लेटकर शरीर और मस्तिष्क को विश्राम देने वाली निद्रा की अवस्था में होना।

थकावट के कारण आज वह जल्दी सो गया।
पौंढ़ना, पौढ़ना, शयन करना, सोना