ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶୋଇବା କାମ
ଉଦାହରଣ : ଶୟନପାଇଁ ହିଁ ରାତିର ସୃଷ୍ଟି ହୋଇଛି
ସମକକ୍ଷ : ଶୋଇବା
सोने की क्रिया।
A natural and periodic state of rest during which consciousness of the world is suspended.
ଅର୍ଥ : ଆଷାଢ଼ ଶୁକ୍ଳ ପକ୍ଷର ଏକାଦଶୀ
ଉଦାହରଣ : ଦେବଶୟନଏକାଦଶୀକୁ ଭଗବାନ ବିଷ୍ଣୁଙ୍କ ଶୋଇବା ଦିନ ବୋଲି ବିଚାର କରାଯାଏ
ସମକକ୍ଷ : ଆଷାଢ଼-ଶୁକ୍ଳ ଏକାଦଶୀ, ଦେବଶୟନଏକାଦଶୀ, ପଦ୍ମା ଏକାଦଶୀ, ଶୟନଏକାଦଶୀ
आषाढ़ के शुक्ल पक्ष की एकादशी।
ସଂସ୍ଥାପନ କରନ୍ତୁ