ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶ୍ରାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶ୍ରାମ   ବିଶେଷ୍ୟ

ଅର୍ଥ : ଛନ୍ଦ ଶାସ୍ତ୍ର ଅନୁସାରେ କବିତା ବା ପଦ୍ୟର ପାଦରେ ଥିବା ସେହି ସ୍ଥାନ ଯେଉଁଠି ପଢିବା ସମୟରେ ଏହାର ଲୟ ଠିକ ରଖିବା ପାଇଁ ସାମାନ୍ୟ ବିଶ୍ରାମ ଥାଏ

ଉଦାହରଣ : କବିତା ପଢିବା ସମୟରେ ବିରାମ ଉପରେ ଧ୍ୟାନ ଦେବା ଜରୁରୀ

ସମକକ୍ଷ : ବିରତି, ବିରାମ

छन्द शास्त्र के अनुसार कविता या पद्य के चरणों में वह स्थान जहाँ पढ़ते समय उनकी लय ठीक रखने के लिए थोड़ा-सा विश्राम होता है।

कविता पढ़ते समय विराम पर अवश्य ध्यान दें।
यति, विच्छेद, विरति, विराम, विश्राम

ଅର୍ଥ : କୌଣସି କାର୍ଯ୍ୟ କରିବା ସମୟରେ କିଛି କାଳ ଅଟକି ଯାଇ ଶରୀରକୁ ଆରାମ ଦେବାର କ୍ରିୟା

ଉଦାହରଣ : ଥକିଯିବାପରେ ବିଶ୍ରାମ ଆବଶ୍ୟକ

ସମକକ୍ଷ : ଆରାମ

किसी कार्य आदि के दौरान थोड़ा रुक कर शरीर को आराम देने की क्रिया।

थकने के बाद विश्राम आवश्यक है।
अराम, आराम, चैन, बिसराम, विश्रांति, विश्रान्ति, विश्राम

Freedom from activity (work or strain or responsibility).

Took his repose by the swimming pool.
ease, relaxation, repose, rest

ଅର୍ଥ : ଗଡ଼ିବା କ୍ରିୟା

ଉଦାହରଣ : ଦିପହରର ଭୋଜନ ପରେ କିଛି ସମୟ ଶୋଇବା ଭଲବୋଲି ଗ୍ରହଣ କରାଯାଏ

ସମକକ୍ଷ : ଗଡ଼ିବା, ଶୋଇବା

लेटने की क्रिया।

दोपहर के भोजन के बाद थोड़ी देर लेटना अच्छा माना जाता है।
अधिशायन, लेटना