ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଡ଼ିବା   ବିଶେଷ୍ୟ

ଅର୍ଥ : ଗଡ଼ିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ପିଲାମାନଙ୍କୁ ମାଟିରେ ଗଡ଼ିବା ଭଲ ଲାଗେ

ସମକକ୍ଷ : ଲୋଟିବା

लोटने की क्रिया या भाव।

बच्चों को मिट्टी में लोटना अच्छा लगता है।
अवलुंठन, अवलुण्ठन, लोट, लोटना

ଅର୍ଥ : ଗଡ଼ିବା ପ୍ରକ୍ରିୟା

ଉଦାହରଣ : ବଲର ଗଡ଼ିବା ଦେଖି ପିଲାଟି ହସିଉଠିଲା

ସମକକ୍ଷ : ଗଡ଼ା

लुढ़कने की क्रिया।

गेंद की लुढ़कन देखकर बच्चा खिलखिला उठा।
ढुलन, लुढ़क, लुढ़कन

The act of rolling something (as the ball in bowling).

bowl, roll

ଅର୍ଥ : ଗଡ଼ିବା କ୍ରିୟା

ଉଦାହରଣ : ଦିପହରର ଭୋଜନ ପରେ କିଛି ସମୟ ଶୋଇବା ଭଲବୋଲି ଗ୍ରହଣ କରାଯାଏ

ସମକକ୍ଷ : ବିଶ୍ରାମ, ଶୋଇବା

लेटने की क्रिया।

दोपहर के भोजन के बाद थोड़ी देर लेटना अच्छा माना जाता है।
अधिशायन, लेटना

ଗଡ଼ିବା   କ୍ରିୟାପଦ

ଅର୍ଥ : ଧୀରେଧୀରେ ଚାଲିବା

ଉଦାହରଣ : ଷ୍ଟେସନ ପାଖେଇ ଆସିବାରୁ ରେଳଗାଡ଼ି ଧିମେଇଲା

ସମକକ୍ଷ : ଧିମେଇଧିମେଇ ଚାଲିବା, ଧିମେଇବା

धीरे-धीरे चलना।

स्टेशन पास आते ही रेलगाड़ी रेंगने लगी।
रेंगना

ଅର୍ଥ : ଭୂମି ବା କୌଣସି ଆଧାର ଉପରେ ଚିତ୍‌ହୋଇ ଏପଟସେପଟ ହେବା

ଉଦାହରଣ : ନିଜ ଜିଦି ପୂରଣ କରିବାପାଇଁ ଛୋଟପିଲାମାନେ ପ୍ରାୟତଃ ତଳେ ଲୋଟିଯାନ୍ତି

ସମକକ୍ଷ : ଲୋଟିବା

भूमि या किसी आधार पर चित्त या पट होते हुए इधर-उधर होना।

अपनी ज़िद्द पूरी कराने के लिए बच्चे अक़सर ज़मीन पर लोटते हैं।
लोटना

Roll around.

Pigs were wallowing in the mud.
wallow, welter

ଅର୍ଥ : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା

ଉଦାହରଣ : କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା

ସମକକ୍ଷ : ଶୋଇବା

फ़र्श, धरती या खाट आदि पर पीठ या पार्श्व लगाकर सारा शरीर उस पर ठहराना।

थका राही आराम करने के लिए पेड़ के नीचे लेट गया।
पड़ना, पौंढ़ना, पौढ़ना, लेटना

Assume a reclining position.

Lie down on the bed until you feel better.
lie, lie down