ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
ଉଦାହରଣ : ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
ସମକକ୍ଷ : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବିଶ୍ୱନାଥ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁନାଥ, ଶିବ, ହର
एक सृष्टिनाशक हिन्दू देवता।
ଅର୍ଥ : ଜଣେ ଦୈତ୍ୟ
ଉଦାହରଣ : ଶମ୍ଭୁର ବର୍ଣ୍ଣନା ରାମାୟଣରେ ଦେଖିବାକୁ ମିଳେ
ସମକକ୍ଷ : ଶଂଭୁ
एक दैत्य।
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ : ଶଂଭୁର ପ୍ରତ୍ୟେକ ପାଦରେ ସଗଣ, ତଗଣ,ୟଗଣ, ଭଗଣ ,ଦୁଇଟି ମଗଣ ଏବଂ ଗୋଟିଏ ଗୁରୁ ଥାଏ
एक वर्णवृत्त।
(prosody) a system of versification.
ସଂସ୍ଥାପନ କରନ୍ତୁ