ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ବାରାଣସୀରେ ଅବସ୍ଥିତ
ଉଦାହରଣ : ବିଶ୍ୱନାଥଙ୍କ ଦର୍ଶନପାଇଁ ଦୂରଦୂରାନ୍ତରୁ ଭକ୍ତଗଣ ଆସନ୍ତି
ସମକକ୍ଷ : କାଶୀ ବିଶ୍ୱନାଥ, ବାବା ବିଶ୍ୱନାଥ
भगवान शिव के बारह ज्योतिर्लिंगों में से एक जो वाराणसी में स्थित है।
ଅର୍ଥ : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
ଉଦାହରଣ : ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
ସମକକ୍ଷ : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ, ହର
एक सृष्टिनाशक हिन्दू देवता।
ସଂସ୍ଥାପନ କରନ୍ତୁ