ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ମାତ୍ରା ଛନ୍ଦ
ଉଦାହରଣ : ଶଙ୍କରଙ୍କ ପ୍ରତ୍ୟେକ ପାଦରେ ଷୋହଳଟି ଏବଂ ଦଶଟିର ବିଶ୍ରାମରେ ଛବିଶଟି ମାତ୍ରା ହୁଏ ଏବଂ ଶେଷରେ ଗୁରୁ ଓ ଲଘୁ ହୁଏ
ସମକକ୍ଷ : ଶଂକର
एक मात्रिक छंद।
(prosody) a system of versification.
ଅର୍ଥ : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
ଉଦାହରଣ : ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
ସମକକ୍ଷ : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବିଶ୍ୱନାଥ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶମ୍ଭୁ, ଶମ୍ଭୁନାଥ, ଶିବ, ହର
एक सृष्टिनाशक हिन्दू देवता।
ଅର୍ଥ : ଏକ ରାଗ
ଉଦାହରଣ : ଶଂକର ରାତି ବେଳା ଗାନ କରାଯାଏ
ସମକକ୍ଷ : ଶଂକର, ଶଙ୍କର ରାଗ
एक राग।
Any of various fixed orders of the various diatonic notes within an octave.
ସଂସ୍ଥାପନ କରନ୍ତୁ