ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
ଉଦାହରଣ : ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
ସମକକ୍ଷ : ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବିଶ୍ୱନାଥ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ, ହର
एक सृष्टिनाशक हिन्दू देवता।
ଅର୍ଥ : ଯେ ଶୀଘ୍ର ପ୍ରସନ୍ନ ବା ସନ୍ତୁଷ୍ଟ ହୁଅନ୍ତି
ଉଦାହରଣ : ଶିବଙ୍କୁ ଆଶୁତୋଷ ଦେବ କୁହାଯାଏ
शीघ्र प्रसन्न या संतुष्ट होने वाला।
ସଂସ୍ଥାପନ କରନ୍ତୁ