ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗଣିତ ଅନ୍ତର୍ଗତ ଭଗ୍ନାଂଶର ତଳ ସଂଖ୍ୟା ଯାହା ନିଜସ୍ୱ ଅଂଶକୁ ଦର୍ଶାଏ
ଉଦାହରଣ : କୌଣସି ବସ୍ତୁର ଦୁଇ ତୃତୀୟାଂଶରେ ହର ହେଉଛି ତିନି
ସମକକ୍ଷ : ଭାଗସଂଖ୍ୟା
गणित के अंतर्गत भिन्न संख्या में से नीचे वाली संख्या जो अपने आधार पर अंश को दर्शाती है।
The divisor of a fraction.
ଅର୍ଥ : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
ଉଦାହରଣ : ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
ସମକକ୍ଷ : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବିଶ୍ୱନାଥ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ
एक सृष्टिनाशक हिन्दू देवता।
ଅର୍ଥ : ମାଳୀ ରାକ୍ଷସର ଚାରି ପୁତ୍ରମାନଙ୍କ ମଧ୍ୟରୁ ଜଣେ
ଉଦାହରଣ : ପୁରାଣରେ ହର ରାକ୍ଷସର ବର୍ଣ୍ଣନା ମିଳେ
ସମକକ୍ଷ : ହର ରାକ୍ଷସ
माली राक्षस के चार पुत्रों में से एक।
ସଂସ୍ଥାପନ କରନ୍ତୁ