ଅର୍ଥ : ଲେପିବା, ପୋତିବା ବା ଚିପୁଡ଼ିବାର ବସ୍ତୁ
ଉଦାହରଣ :
ମା’ ମାଟିକାନ୍ଥକୁ ଗୋବର ଓ ମାଟିର ଲେପରେ ଲିପାପୋଛା କରୁଛନ୍ତି
ସମକକ୍ଷ : ଅବଲେପ
ଅର୍ଥ : ଘାଆ ଉପରେ ଲଗା ଯାଉଥିବା ଏକ ଗାଢ଼ା ମଲମ ଯାହା ରାସାୟନିକ ଆଧାରରେ ପ୍ରସ୍ତୁତ କରାଯାଇଥାଏ
ଉଦାହରଣ :
ଚିକିତ୍ସକ ଘାଆ ଉପରେ ମଲମ ଲଗାଇ ପଟି ବାନ୍ଧି ଦେଲେ
ସମକକ୍ଷ : ଅଏଣ୍ଟମେଣ୍ଟ, ମଇଲମ, ମଲମ
ଅର୍ଥ : କିଛି ବସ୍ତୁ ଉପରେ କୌଣସି ଜିନିଷର ଯେଉଁ ପରସ୍ତ ଦିଆଯାଏ
ଉଦାହରଣ :
କୁମ୍ଭାର ମାଠିଆ ଉପରେ ମାଟିର ପ୍ରଲେପ ଦେଉଛି
ସମକକ୍ଷ : ପ୍ରଲେପ
ଅର୍ଥ : ବଥ ଆଦିକୁ ପଚାଇବା ପାଇଁ ଅଳସୀ,ରେଡୀ ଆଦିର ଯେଉଁ ମୋଟା ଲେପ ତା ଉପରେ ଲଗାଇ ବନ୍ଧା ଯାଏ
ଉଦାହରଣ :
ସେ ବଥକୁ ପଚାଇବାପାଇଁ ତା ଉପରେ ଅଳସୀର ଲେପ ବାନ୍ଧିଲେ