ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବସ୍ତୁ ପାଣିପରି ପତଳା
ଉଦାହରଣ : ରମେଶର ରକ୍ତ ପାଣି ହୋଇଗଲାଏହା କ୍ଷୀର ନୁହେ ପାଣି
ସମକକ୍ଷ : ଜଳ, ନୀର
वह वस्तु जो पानी के समान पतली हो।
ଅର୍ଥ : ମୁଁହ, ଆଖି, ଘା’ଆଦିରେ ଝରୁଥିବା ତରଳ ପଦାର୍ଥ
ଉଦାହରଣ : ତାର ଦୁଇ ଆଖିରୁ ବରାବର ପାଣି ନିଗୁଡ଼ୁଛି
मुँह, आँख, घाव आदि में से रसने वाला तरल पदार्थ।
ଅର୍ଥ : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
ଉଦାହରଣ : ବଣିଆ ମୁଦି ଉପରେ ସୁନାଲେପ ଦେଉଛି
ସମକକ୍ଷ : ପୁଟ, ଲେପ
किसी चीज़ पर रासायनिक प्रक्रिया से चढ़ाई हुई सोने, चाँदी आदि की हलकी रंगत या तह।
The application of a thin coat of metal (as by electrolysis).
ଅର୍ଥ : ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ
ଉଦାହରଣ : ଜଳ ହିଁ ଜୀବନର ଆଧାର
ସମକକ୍ଷ : ଅମ୍ବୁ, ଜଳ, ନୀର, ସଲିଳ
नदी, जलाशय, वर्षा आदि से मिलने वाला वह द्रव पदार्थ जो पीने, नहाने, खेत आदि सींचने के काम आता है।
ସଂସ୍ଥାପନ କରନ୍ତୁ