ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଲେପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଲେପ   ବିଶେଷ୍ୟ

ଅର୍ଥ : ଦେହରେ ଘଷିବାପାଇଁ ସୋରିଷ,ତିଳ,ଚିରୌଞ୍ଜୀ ବା ସୁଗନ୍ଧିତ ପଦାର୍ଥ ଆଦିଦ୍ୱାରା ତିଆରି ହୋଇଥିବା ମଲମ

ଉଦାହରଣ : ପ୍ରସାଧନ ପ୍ରଲେପ ଲଗାଇଲେ ଚର୍ମରେ ଚମକ ଆସେ

ସମକକ୍ଷ : ପ୍ରସାଧନ ପ୍ରଲେପ

शरीर पर मलने के लिए सरसों, तिल, चिरौंजी या सुगंधित पदार्थों आदि का बनाया हुआ लेप।

उबटन लगाने से त्वचा में निखार आता है।
अंगराग, अपटन, अबटन, अवलेप, उबटन, पर्णसि, बटना, वर्णक, स्नेहन

ଅର୍ଥ : ଲେପିବା, ପୋତିବା ବା ଚିପୁଡ଼ିବାର ବସ୍ତୁ

ଉଦାହରଣ : ମା’ ମାଟିକାନ୍ଥକୁ ଗୋବର ଓ ମାଟିର ଲେପରେ ଲିପାପୋଛା କରୁଛନ୍ତି

ସମକକ୍ଷ : ଲେପ

लीपने, पोतने या चुपड़ने की वस्तु।

माँ मिट्टी की दीवार को गोबर और मिट्टी के लेप से लीप-पोत रही है।
अवलेप, लेप

Material used to daub walls.

daub