ବଥ ଆଦିକୁ ପଚାଇବା ପାଇଁ ଅଳସୀ,ରେଡୀ ଆଦିର ଯେଉଁ ମୋଟା ଲେପ ତା ଉପରେ ଲଗାଇ ବନ୍ଧା ଯାଏ
ସେ ବଥକୁ ପଚାଇବାପାଇଁ ତା ଉପରେ ଅଳସୀର ଲେପ ବାନ୍ଧିଲେ
ଲେପ
କପଡ଼ା ଉପରେ ଗୋଟିଏ ପ୍ରକାରର ମାଟି ବା ରାସାୟନିକ ପଦାର୍ଥ ପକାଇ ପ୍ରସ୍ତୁତ ଗୋଟିଏ ଚିକିତ୍ସୀୟ ପଟୀ ଯାହା ତ୍ୱଚାରେ ଲଗାଇ ଦିଆଯାଏ
ଗତିହୀନ କରିବା,ଔଷଧ ଢାଳିବା,ଅସ୍ଥିଭଙ୍ଗରେ ଜଖମକୁ ସୁନିଶ୍ଚିତ କରିବା, ଜଖମକୁ ରକ୍ଷା କରିବା ଅଥବା ପ୍ରଲେପ ପଟୀକୁ ଏହି ସ୍ଥାନରେ ରଖିଦେବା ଲାଗି କରାଯାଇଥାଏ
ପ୍ରଲେପ,
ପ୍ଲାଷ୍ଟର
ହାଡଭଙ୍ଗା ବା ମୋଡ଼ି ହୋଇଥିବା ସ୍ଥାନରେ ରାସାୟନିକ ପଦାର୍ଥ ସହିତ ଗୁଡା ହୋଇଥିବା କଡ଼ା ପଟି
ପ୍ଲାଷ୍ଟରଦ୍ୱାରା ଭାଙ୍ଗିଯାଇଥିବା ଅଙ୍ଗ ଯୋଡ଼ି ହୋଇଯାଏ
ପ୍ଲାଷ୍ଟର