ଅର୍ଥ : କିଛି ବସ୍ତୁ ଉପରେ କୌଣସି ଜିନିଷର ଯେଉଁ ପରସ୍ତ ଦିଆଯାଏ
ଉଦାହରଣ :
କୁମ୍ଭାର ମାଠିଆ ଉପରେ ମାଟିର ପ୍ରଲେପ ଦେଉଛି
ସମକକ୍ଷ : ଲେପ
ଅର୍ଥ : କପଡ଼ା ଉପରେ ଗୋଟିଏ ପ୍ରକାରର ମାଟି ବା ରାସାୟନିକ ପଦାର୍ଥ ପକାଇ ପ୍ରସ୍ତୁତ ଗୋଟିଏ ଚିକିତ୍ସୀୟ ପଟୀ ଯାହା ତ୍ୱଚାରେ ଲଗାଇ ଦିଆଯାଏ
ଉଦାହରଣ :
ଗତିହୀନ କରିବା,ଔଷଧ ଢାଳିବା,ଅସ୍ଥିଭଙ୍ଗରେ ଜଖମକୁ ସୁନିଶ୍ଚିତ କରିବା, ଜଖମକୁ ରକ୍ଷା କରିବା ଅଥବା ପ୍ରଲେପ ପଟୀକୁ ଏହି ସ୍ଥାନରେ ରଖିଦେବା ଲାଗି କରାଯାଇଥାଏ
ସମକକ୍ଷ : ପ୍ଲାଷ୍ଟର
ଅର୍ଥ : ରଙ୍ଗ ଲଗାଇବା ପୂର୍ବରୁ କାନ୍ଥରେ ଲଗାଯାଉଥିବା ଏକ ଧଳା ଲେପ
ଉଦାହରଣ :
ପ୍ରଲେପ ଲଗାଇବା ପୂର୍ବରୁ କାନ୍ଥକୁ ଭଲ ଭାବେ ଘଷାଯାଏ
ସମକକ୍ଷ : ପୁଟ୍ଟୀ
ଅର୍ଥ : ସୁଗନ୍ଧିତ ପଦାର୍ଥଗୁଡ଼ିକୁ ଦେହରେ ଲଗାଇବା କ୍ରିୟା
ଉଦାହରଣ :
ଠାକୁର ସାହେବ ବାସନାତେଲ ପ୍ରଲେପ ନ କରି ଘରୁ ବାହାରକୁ ଯାଆନ୍ତି ନାହିଁ