ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂର୍ଚ୍ଛନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂର୍ଚ୍ଛନା   ବିଶେଷ୍ୟ

ଅର୍ଥ : ଗାଇବା ସମୟରେ ସ୍ୱରର ଉତ୍‌ଥାନ-ପତନ ବା ଢଙ୍ଗ

ଉଦାହରଣ : ତାଙ୍କ ମୂର୍ଚ୍ଛନା ଆହ୍ୱାନପୂର୍ଣ୍ଣ ଥିଲା

ସମକକ୍ଷ : ଲହର

बोलने में स्वरों का उतार-चढ़ाव या ढंग।

उसका लहजा चुनौती भरा था।
लहज़ा, लहजा

Distinctive manner of oral expression.

He couldn't suppress his contemptuous accent.
She had a very clear speech pattern.
accent, speech pattern

ଅର୍ଥ : ସଙ୍ଗୀତରେ ସାତ ସ୍ୱରର ଆରୋହ-ଅବରୋହର କ୍ରମ

ଉଦାହରଣ : ତାକୁ ମୂର୍ଚ୍ଛନାର ଅଭ୍ୟାସ କରା ଯାଉଥିଲା

संगीत में सातों स्वरों के आरोह-अवरोह का क्रम।

उसे मूर्च्छना का अभ्यास कराया जा रहा है।
मूर्च्छना, मूर्छना