ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥୋପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥୋପିବା   କ୍ରିୟାପଦ

ଅର୍ଥ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା

ଉଦାହରଣ : ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ

ସମକକ୍ଷ : ମାଡ଼ିବା, ଲଦିବା

किसी के न चाहते हुए भी भार या दायित्व आदि उस पर रखना।

उसने जाने से पहले अपना सारा काम मुझ पर थोप दिया।
ठेल देना, ठेलना, डालना, थोपना, मत्थे मढ़ना, लादना

To force onto another.

He foisted his work on me.
foist