ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋଜଗାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋଜଗାର   ବିଶେଷ୍ୟ

ଅର୍ଥ : ଜୀବନ ନିର୍ବାହପାଇଁ କରାଯାଉଥିବା କାମ

ଉଦାହରଣ : ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି

ସମକକ୍ଷ : କାମଧନ୍ଦା, କାରବାର, ଜୀବିକା, ଧନ୍ଦା, ପେଶା, ବୃତ୍ତି, ବ୍ୟବସାୟ

जीविका-निर्वाह के लिए किया जाने वाला काम।

उसने कपड़ा बेचने के साथ-साथ एक दूसरा व्यवसाय भी शुरू किया है।
आजीव, आजीविका, उद्यम, उद्योग, करियर, काम-धंधा, कारबार, कारोबार, कैरियर, गमत, जीवन, जीविका, जोग, धंधा, धन्धा, नीवर, पेशा, योग, रोजगार, रोज़गार, रोज़ी, रोजी, वृत्ति, व्यवसाय, शगल, शग़ल

The principal activity in your life that you do to earn money.

He's not in my line of business.
business, job, line, line of work, occupation

ଅର୍ଥ : ପରିଶ୍ରମ ବା ପ୍ରୟାସ କରି ଧନପ୍ରାପ୍ତ କରିବା ପ୍ରକ୍ରିୟା

ଉଦାହରଣ : ଶ୍ୟାମ ଦଲାଲ କାମ କରି ହଜାର ହଜାର ଟଙ୍କା ରୋଜଗାର କରେ

ସମକକ୍ଷ : ଅର୍ଥ ଉପାର୍ଜନ, ଉପାର୍ଜନ

परिश्रम या प्रयत्न करके धन प्राप्त करने की क्रिया।

श्याम एक महीने में दलाली करके हजारों रुपयों की कमाई कर लेता है।
अर्थसमाहार, अर्थोंपार्जन, उपार्जन, कमाई, कमाना, धनोपार्जन

The act of making money (and accumulating wealth).

moneymaking

ଅର୍ଥ : ଅର୍ଜିତ କରାଯାଇଥିବା ଧନ

ଉଦାହରଣ : ସେ ତାଙ୍କ ରୋଜଗାର ସର୍ବଦା ଖରାପ କାର୍ଯ୍ୟରେ ଲଗାଉଛି

कमाया हुआ धन।

वह अपनी कमाई गलत कार्यों में लगाता है।
कमाई

The financial gain (earned or unearned) accruing over a given period of time.

income

ଅର୍ଥ : ଲାଭଆଦି ରୂପରେ ଆସୁଥିବା ବା ମିଳୁଥିବା ଧନ

ଉଦାହରଣ : କୃଷି ହିଁ ଆମ ଆୟର ମୁଖ୍ୟ ସାଧନ

ସମକକ୍ଷ : ଅର୍ଥଲାଭ, ଆୟ, ଇନକମ୍‌, ଉପାର୍ଜନ, କମାଣି, କମେଇ

लाभ आदि के रूप में आने या प्राप्त होने वाला धन।

कृषि ही हमारी आय का मुख्य साधन है।
अर्थागम, आगम, आगमन, आमद, आमदनी, आमदरफ़्त, आमदरफ्त, आय, इनकम, इन्कम, कमाई, जोग, धनागम, पैदा, योग

The financial gain (earned or unearned) accruing over a given period of time.

income