ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀବିକା   ବିଶେଷ୍ୟ

ଅର୍ଥ : ଜୀବନ ନିର୍ବାହପାଇଁ କରାଯାଉଥିବା କାମ

ଉଦାହରଣ : ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି

ସମକକ୍ଷ : କାମଧନ୍ଦା, କାରବାର, ଧନ୍ଦା, ପେଶା, ବୃତ୍ତି, ବ୍ୟବସାୟ, ରୋଜଗାର

जीविका-निर्वाह के लिए किया जाने वाला काम।

उसने कपड़ा बेचने के साथ-साथ एक दूसरा व्यवसाय भी शुरू किया है।
आजीव, आजीविका, उद्यम, उद्योग, करियर, काम-धंधा, कारबार, कारोबार, कैरियर, गमत, जीवन, जीविका, जोग, धंधा, धन्धा, नीवर, पेशा, योग, रोजगार, रोज़गार, रोज़ी, रोजी, वृत्ति, व्यवसाय, शगल, शग़ल

The principal activity in your life that you do to earn money.

He's not in my line of business.
business, job, line, line of work, occupation

ଅର୍ଥ : ଜୀବନର ନିର୍ବାହ

ଉଦାହରଣ : ଚାଷ ତାହାର ଜୀବିକାର ସାଧନ

ସମକକ୍ଷ : ଜୀବନ ବୃତ୍ତି, ବୃତ୍ତି

जीवन का निर्वाह।

खेती ही उसकी आजीविका का साधन है।
आजीविका, आबदाना, गुज़ारा, गुजारा, जीवन वृत्ति, जीवा, जीविका, रिजक, रिज़क, रोजी-रोटी

The act of sustaining life by food or providing a means of subsistence.

They were in want of sustenance.
Fishing was their main sustainment.
maintenance, sustainment, sustenance, sustentation, upkeep