ଅର୍ଥ : ଏକ ପ୍ରକାର ଅନୁପ୍ରାସ ଅଳଙ୍କାର
ଉଦାହରଣ :
ବୃତ୍ୟାନୁପ୍ରାସରେ କେତେକ ସ୍ୱରଯୁକ୍ତ ବା ସ୍ୱରରହିତ ବ୍ୟଞ୍ଜନ ବାରଂବାର ବ୍ୟବହାର ହୋଇଥାଏ
ସମକକ୍ଷ : ବୃତ୍ୟାନୁପ୍ରାସ
ଅର୍ଥ : ମାଧୁର୍ଯ୍ୟ,ଓଜ, ପ୍ରସାଦ ଗୁଣ ଆଦି ପ୍ରତୀତ ହେଉଥିବା ବିଶେଷ ପ୍ରକାରର ଶବ୍ଦ ବ୍ୟଞ୍ଜନାତ୍ମକ ରଚନା
ଉଦାହରଣ :
ସାହିତ୍ୟରେ ମଧୁରା, ପୁରୁଷା, ପ୍ରୌଢ଼ା ଆଦି ବୃତ୍ତିସବୁ ରହିଛି