ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟବସାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟବସାୟ   ବିଶେଷ୍ୟ

ଅର୍ଥ : ଜୀବନ ନିର୍ବାହପାଇଁ କରାଯାଉଥିବା କାମ

ଉଦାହରଣ : ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି

ସମକକ୍ଷ : କାମଧନ୍ଦା, କାରବାର, ଜୀବିକା, ଧନ୍ଦା, ପେଶା, ବୃତ୍ତି, ରୋଜଗାର

जीविका-निर्वाह के लिए किया जाने वाला काम।

उसने कपड़ा बेचने के साथ-साथ एक दूसरा व्यवसाय भी शुरू किया है।
आजीव, आजीविका, उद्यम, उद्योग, करियर, काम-धंधा, कारबार, कारोबार, कैरियर, गमत, जीवन, जीविका, जोग, धंधा, धन्धा, नीवर, पेशा, योग, रोजगार, रोज़गार, रोज़ी, रोजी, वृत्ति, व्यवसाय, शगल, शग़ल

The principal activity in your life that you do to earn money.

He's not in my line of business.
business, job, line, line of work, occupation

ଅର୍ଥ : ଜିନିଷ ତିଆରି କରିବା, କିଣିବା ଓ ବିକିବା କାମ

ଉଦାହରଣ : ରାମର କଠିନ ପରିଶ୍ରମ ଯୋଗୁଁ ତାର ବେପାର ଦିନରାତି ବଢ଼ୁଛି

ସମକକ୍ଷ : ବଣିଜ, ବେପାର, ବେପାର-ବାଣିଜ୍ୟ

चीज़ें बनाकर या खरीदकर, उसे बेचने का काम।

राम की कड़ी मेहनत से उसका व्यापार दिन-रात फल फूल रहा है।
तिजारत, पण, पाण, बनिज, बिजनेस, रोजगार, रोज़गार, वणिक कर्म, वाणिज्य, विपणन, व्यवसाय, व्यापार, सौदागरी

Buying or selling securities or commodities.

trading

ଅର୍ଥ : ବ୍ୟବସାୟିକ ଆଦାନ-ପ୍ରଦାନ ,ଲାଭ ଆଦି

ଉଦାହରଣ : ଏହି କମ୍ପାନୀ ବର୍ଷକ ମଧ୍ୟରେ କୋଟିକୋଟି ଟଙ୍କାର ବ୍ୟବସାୟ କରିଛି

ସମକକ୍ଷ : କାରବାର, ଟର୍ନ ଓଭର, ବାଣିଜ୍ୟ, ବେପାର

व्यावसायिक लेन-लेन, लाभ आदि।

यह कंपनी साल में करोड़ों का कारोबार करती है।
कारबार, कारोबार

The volume of commercial activity.

Business is good today.
Show me where the business was today.
business