ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାମ୍ରାଜ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାମ୍ରାଜ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରସିଦ୍ଧ କ୍ଷେତ୍ରରେ କୌଣସି ପ୍ରଭାବ ଥାଏ

ଉଦାହରଣ : ଚତୁର୍ଦ୍ଦିଗ ମିଥ୍ୟାର ରାଜ୍ୟ ବୈଦିକ ଯୁଗରେ ଭାରତରେ ଜ୍ଞାନର ସାମ୍ରାଜ୍ୟ ଥିଲା

ସମକକ୍ଷ : ରାଜ୍ୟ

वह माना हुआ क्षेत्र जिसमें कोई प्रभावी हो।

चारों तरफ झूठ का राज्य है।
वैदिक युग में भारत में ज्ञान का साम्राज्य था।
राज्य, साम्राज्य

A domain in which something is dominant.

The untroubled kingdom of reason.
A land of make-believe.
The rise of the realm of cotton in the south.
kingdom, land, realm

ଅର୍ଥ : ଜୀବବିଜ୍ଞାନରେ ସଜୀବମାନଙ୍କର ସବୁଠୁ ଉପର ସ୍ତରରେ କରାଯାଇଥିବା ବର୍ଗୀକରଣ

ଉଦାହରଣ : ଜୀବବିଜ୍ଞାନର ଛାତ୍ର ହେତୁ ମୁଁ ଜୀବମାନଙ୍କର ଜାତି ବିଷୟରେ ଭଲ ଭାବରେ ଜାଣିଛି

ସମକକ୍ଷ : ଜାତି

जीव विज्ञान में सजीवों के किए हुए सबसे बड़े पाँच विभाग या सजीवों का सबसे ऊपरी स्तर पर किया हुआ वर्गीकरण।

जीव विज्ञान का छात्र होने के कारण मुझे संघो के बारे में अच्छी जानकारी है।
संघ, साम्राज्य

ଅର୍ଥ : ଏକ ବଡ଼ ରାଜ୍ୟ ଯାହା ଅଧୀନରେ ବହୁତ ଦେଶ ଥାଏ ଓ ଯାହା ଉପରେ କୌଣସି ଜଣେ ସମ୍ରାଟଙ୍କ ଶାସନ ଅଧିକାର ରହେ

ଉଦାହରଣ : ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟ ବହୁତ ବିସ୍ତୃତ ଥିଲା

ସମକକ୍ଷ : ଅଧିରାଜ୍ୟ, ଚକ୍ରବର୍ତ୍ତୀ ରାଜ୍ୟ

वह बड़ा राज्य जिसके अधीन बहुत से देश हों और जिस पर किसी एक सम्राट का शासन हो।

सम्राट अशोक का साम्राज्य बहुत विस्तृत था।
अधिराज्य, चक्रवर्ती राज्य, साम्राज्य

The domain ruled by an emperor or empress. The region over which imperial dominion is exercised.

empire, imperium