ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜା   ବିଶେଷ୍ୟ

ଅର୍ଥ : ବହୁତ ବଡ଼ ରାଜା ଯାହାଙ୍କ ଅଧୀନରେ ଅନେକ ରାଜା ବା ରାଜ୍ୟଥାଏ

ଉଦାହରଣ : ଆକବର ଜଣେ ଦୟାଳୁ ସମ୍ରାଟ ଥିଲେ

ସମକକ୍ଷ : ବାଦ୍‌ଶାହ, ଶାହାନ୍‌ଶାହ, ସମ୍ରାଜ୍ଞ, ସମ୍ରାଟ

वह बहुत बड़ा राजा जिसके अधीन अनेक राजा या राज्य हों।

अकबर एक दयालु सम्राट था।
इरेश, ताजदार, शहंशाह, शहनशाह, शाहंशाह, सम्राट

The male ruler of an empire.

emperor

ଅର୍ଥ : ପଶା ଖେଳର ଏକ ଦାନ

ଉଦାହରଣ : ବୁଦ୍ଧିମାନ୍‌ ପଶାଖେଳାଳି ଏକ ସୈନିକ ଦ୍ୱାରା ବାଦଶାହାକୁ ମାରିଲା

ସମକକ୍ଷ : ବାଦଶାହା

शतरंज का एक मोहरा।

बुद्धिमान शतरंजी ने एक प्यादे से बादशाह को मारा।
बादशाह, राजा

(chess) the weakest but the most important piece.

king

ଅର୍ଥ : ଏକ ଚେକର

ଉଦାହରଣ : ଖେଳ ଆରମ୍ଭ ହେବାମାତ୍ରେ ପ୍ରତିପକ୍ଷର ରାଜା ମୋର ଅନେକ ଚେକରଦ୍ୱାରା ଘେରରେ ରହିଗଲା

ସମକକ୍ଷ : କିଙ୍ଗ

* एक चेकर।

खेल शुरू होते ही प्रतिद्वंदी का किंग मेरे कई चेकरों से घिर गया।
किंग

A checker that has been moved to the opponent's first row where it is promoted to a piece that is free to move either forward or backward.

king

ଅର୍ଥ : କୌଣସି ଦେଶର ପ୍ରଧାନ ଶାସକ ଏବଂ ସ୍ୱାମୀ

ଉଦାହରଣ : ତ୍ରେତୟା ଯୁଗରେ ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ

ସମକକ୍ଷ : ଅଧିପ, ଅଧିପତି, ଅବନୀଶ, ଅବନୀଶ୍ୱର, ଇନ୍ଦ୍ର, ନରପତି, ନରାଧିପ, ନରେନ୍ଦ୍ର, ନରେଶ, ନୃପ, ନୃପତି, ବିରେନ୍ଦ୍ର, ଭୂପ, ଭୂପତି, ଭୂପାଳ, ଭୂମିପତି, ଭୂମିପାଳ, ମହୀପତି, ମହୀପାଳ, ସମ୍ରାଟ

A male sovereign. Ruler of a kingdom.

King is responsible for the welfare of the subject.
king, male monarch, raja, rajah, rex

ଅର୍ଥ : ତାସ୍‌ର ଗୋଟିଏ ପତ୍ତା

ଉଦାହରଣ : ତାସ ଖେଳର ପ୍ରତ୍ୟେକ ରଙ୍ଗରେ ଗୋଟିଏ ଲେଖାଁଏ ଟୀକ୍କା ଅଛି

ସମକକ୍ଷ : ଏକ୍କା, ଟୀକ୍କା

ताश का एक पत्ता।

ताश के खेल में हर रंग का एक इक्का होता है।
इक्का, इक्की, एकला, एक्का, एक्की

One of four playing cards in a deck having a single pip on its face.

ace

ଅର୍ଥ : ବାଦ୍‌ଶାହ ଚିତ୍ରିତ ତାସ୍‌

ଉଦାହରଣ : ସେ ରଙ୍ଗ ଦୁଆରେ ବାଦଶାହାକୁ କାଟିଲା

ସମକକ୍ଷ : ବାଦଶାହା

बादशाह के चित्र वाला ताश का एक पत्ता।

उसने रंग के दुक्के से बादशाह को काटा।
बादशाह, राजा

One of the four playing cards in a deck bearing the picture of a king.

king

ଅର୍ଥ : ଯେଉଁ ବ୍ୟକ୍ତି କୌଣସି ବର୍ଗ, ଦଳ, କ୍ଷେତ୍ର ଆଦିରେ ସର୍ବଶ୍ରେଷ୍ଠ

ଉଦାହରଣ : ସିଂହ ଜଙ୍ଗଲର ରାଜା

वह जो किसी विशेष वर्ग, दल, क्षेत्र आदि में सर्वश्रेष्ठ हो।

शेर जंगल का राजा होता है।
राजा

Preeminence in a particular category or group or field.

The lion is the king of beasts.
king