ଅର୍ଥ : ସ୍ୱର୍ଗର ଅଧିପତି ବିଚାର କରାଯାଉଥିବା ଦେବତା
ଉଦାହରଣ :
ବେଦରେ ଇନ୍ଦ୍ରଙ୍କ ଆରାଧନା ସଂପର୍କରେ ଉଲ୍ଲେଖ ଅଛି
ସମକକ୍ଷ : ଦେବରାଜ, ଦେବେନ୍ଦ୍ର, ପବିଧର, ପୁରନ୍ଦର, ବଜ୍ରଧର, ମଘବାନ, ସଚ୍ଚିପତି, ସହସ୍ର ନେତ୍ର, ସହସ୍ରଚକ୍ଷୁ, ସୁରେନ୍ଦ୍ର
ଅର୍ଥ : ବ୍ୟାକରଣର ଜଣେ ପ୍ରାଚୀନ ବିଦ୍ବାନ
ଉଦାହରଣ :
ଇନ୍ଦ୍ରଙ୍କୁ ବ୍ୟାକରଣର ପ୍ରଥମ ଗୁରୁ ବୋଲି ବିଚାର କରାଯାଏ
ସମକକ୍ଷ : ଇଂଦ୍ର
ଅର୍ଥ : ଦ୍ବାଦଶ ଆଦିତ୍ୟମାନଙ୍କ ମଧ୍ୟରୁ ଜଣେ
ଉଦାହରଣ :
ପୌରାଣିକ କଥାମାନଙ୍କରେ ଇନ୍ଦ୍ରଙ୍କ ବର୍ଣ୍ଣନା ମିଳେ
ସମକକ୍ଷ : ଇଂଦ୍ର