ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଦଶାହା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଦଶାହା   ବିଶେଷ୍ୟ

ଅର୍ଥ : ପଶା ଖେଳର ଏକ ଦାନ

ଉଦାହରଣ : ବୁଦ୍ଧିମାନ୍‌ ପଶାଖେଳାଳି ଏକ ସୈନିକ ଦ୍ୱାରା ବାଦଶାହାକୁ ମାରିଲା

ସମକକ୍ଷ : ରାଜା

शतरंज का एक मोहरा।

बुद्धिमान शतरंजी ने एक प्यादे से बादशाह को मारा।
बादशाह, राजा

(chess) the weakest but the most important piece.

king

ଅର୍ଥ : ବଡ଼ ମୋଗଲ ସମ୍ରାଟ

ଉଦାହରଣ : କେତେକ ବାଦଶାହା କୃଷକଙ୍କ ଉପରେ ଅନେକ ପ୍ରକାରର ଖଜଣା ଲଦି ଦେଉଥିଲେ

ସମକକ୍ଷ : ଶାହ, ସୁଲତାନ

बड़ा मुगल राजा।

कई बादशाह किसानों पर अनेकों प्रकार के कर लाद देते थे।
क़िबलाआलम, किबलाआलम, ताजदार, ताजवर, बादशाह, शाह, सुलतान, सुल्तान

The ruler of a Muslim country (especially of the former Ottoman Empire).

grand turk, sultan

ଅର୍ଥ : ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ

ଉଦାହରଣ : ଫେଡ଼େରର ଟେନିସର ବାଦଶାହା ସାନିଆ ବି କେବେ ଟେନିସର ରାଣୀ ହୋଇପାରେ

ସମକକ୍ଷ : ରାଣୀ

* वह खिलाड़ी जो किसी विशेष खेल के क्षेत्र में चोटी पर या सबसे ऊपर हो।

फेडरर टेनिस का बादशाह है।
सानिया भी कभी टेनिस की मल्लिका हो सकती है।
बादशाह, मलिका, मल्लिका, महाराज, महाराजा, महारानी, राजा, रानी

A competitor who holds a preeminent position.

king, queen, world-beater

ଅର୍ଥ : ବାଦ୍‌ଶାହ ଚିତ୍ରିତ ତାସ୍‌

ଉଦାହରଣ : ସେ ରଙ୍ଗ ଦୁଆରେ ବାଦଶାହାକୁ କାଟିଲା

ସମକକ୍ଷ : ରାଜା

बादशाह के चित्र वाला ताश का एक पत्ता।

उसने रंग के दुक्के से बादशाह को काटा।
बादशाह, राजा

One of the four playing cards in a deck bearing the picture of a king.

king