ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦରଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦରଜ   ବିଶେଷ୍ୟ

ଅର୍ଥ : ରହିରହି ହେଉଥିବା କଷ୍ଟ

ଉଦାହରଣ : ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ

ସମକକ୍ଷ : ପୀଡ଼ା, ଯନ୍ତ୍ରଣା

रह-रहकर उठनेवाला दर्द।

लगता है टीस से मेरी जान ही निकल जाएगी।
कसक, खलिस, ख़लिस, चबक, चमक, चिक, चिलक, टसक, टीस, ठनक, ररक, हूक

A sudden sharp feeling.

Pangs of regret.
She felt a stab of excitement.
Twinges of conscience.
pang, stab, twinge

ଅର୍ଥ : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ

ଉଦାହରଣ : ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି

ସମକକ୍ଷ : ପୀଡ଼ା

ଦରଜ   ବିଶେଷଣ

ଅର୍ଥ : ଅଧିକ ଖଟା ହୋଇଥିବାରୁ କୌଣସି ବସ୍ତୁ ଚୋବାଇ ପାରୁନଥିବା(ଦାନ୍ତ)

ଉଦାହରଣ : ତେନ୍ତୁଳି ଖାଇବାରୁ ମୋ ଦାନ୍ତ ଦରଜ ହେଲା

ସମକକ୍ଷ : ଟକ, ଧରିଗଲା

अधिक खट्टे होने से कोई वस्तु न चबा सकने वाला (दाँत)।

इमली खाने से मेरे दाँत कोठ हो गये हैं।
कोठ