ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୀଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୀଡ଼ା   ବିଶେଷ୍ୟ

ଅର୍ଥ : ଗଣ୍ଠି ସ୍ଥାନରେ ହେଉଥିବା ଯନ୍ତ୍ରଣା

ଉଦାହରଣ : ମୋର ଆଣ୍ଠୁରେ ବିନ୍ଧା ହେଉଛି

ସମକକ୍ଷ : ବିନ୍ଧା, ଯନ୍ତ୍ରଣା

जोड़ों में होनेवाला दर्द।

मेरे घुटनों में मचक हो रही है।
फूटा, मचक

ଅର୍ଥ : ପିଠି ହଠାତ୍‌ ମୋଡ଼ିହେବା ଯୋଗୁଁ ହେଉଥିବା ଏକ ପ୍ରକାରର ସ୍ନାୟୁବିକ ଦରଜ

ଉଦାହରଣ : ପୀଡ଼ା ହେବାରୁ ସେ ଛଟପଟ ହେଲା

एक प्रकार का नस का दर्द जो प्रायः पीठ में सहसा बल पड़ने पर होता है।

हुक उठते ही वह छटपटाने लगी।
हुक

ଅର୍ଥ : ରହିରହି ହେଉଥିବା କଷ୍ଟ

ଉଦାହରଣ : ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ

ସମକକ୍ଷ : ଦରଜ, ଯନ୍ତ୍ରଣା

रह-रहकर उठनेवाला दर्द।

लगता है टीस से मेरी जान ही निकल जाएगी।
कसक, खलिस, ख़लिस, चबक, चमक, चिक, चिलक, टसक, टीस, ठनक, ररक, हूक

A sudden sharp feeling.

Pangs of regret.
She felt a stab of excitement.
Twinges of conscience.
pang, stab, twinge

ଅର୍ଥ : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ

ଉଦାହରଣ : ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି

ସମକକ୍ଷ : ଦରଜ