ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯଜ୍ଞ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯଜ୍ଞ   ବିଶେଷ୍ୟ

ଅର୍ଥ : ସୁଫଳ ପାଇବା ଇଛାରେ କୌଣସି ଦେବତାଙ୍କ ପୂଜା

ଉଦାହରଣ : ବର୍ଷା ନ ହେଲେ ଲୋକମାନେ ଯଜ୍ଞ କରନ୍ତି

ସମକକ୍ଷ : ଅନୁଷ୍ଠାନ

किसी फल की इच्छा से किसी देवता की पूजा।

वर्षा न होने पर लोग अनुष्ठान करते हैं।
अनुष्ठान

The activity of worshipping.

worship

ଅର୍ଥ : ପ୍ରାଚୀନ ଭାରତୀୟ ଆର୍ଯ୍ୟଙ୍କର ଏକ ଧାର୍ମିକ କୃତ୍ୟ ଯେଉଁଥିରେ ହବନଆଦି ହୁଏ

ଉଦାହରଣ : ବୈଦିକ ଯୁଗରେ ଯଜ୍ଞର ବଡ଼ ମହତ୍ତ୍ୱ ଥିଲା ଯଜ୍ଞ ରକ୍ଷା କରିବାନିମନ୍ତେ ବିଶ୍ୱାମିତ୍ର ରାମ ଏବଂ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇଗଲେ

ସମକକ୍ଷ : ଋତ, ବାଜ, ଯାଗ

प्राचीन भारतीय आर्यों का एक धार्मिक कृत्य जिसमें हवन आदि होते थे।

वैदिक युग में यज्ञ का बड़ा महत्व था।
यज्ञ की रक्षा करने के लिए विश्वामित्र ऋषि राम और लक्ष्मण को अपने साथ ले गये थे।
अध्वर, आहव, इज्या, इष्टि, ऋत, मख, यज्ञ, याग, यूपध्वज, वर्हा, वाज, सत्र

The public performance of a sacrament or solemn ceremony with all appropriate ritual.

The celebration of marriage.
celebration, solemnisation, solemnization