ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଜ   ବିଶେଷ୍ୟ

ଅର୍ଥ : ବାଦାମୀ ରଙ୍ଗର ଏକ ବଗୁଲା ପକ୍ଷୀ

ଉଦାହରଣ : ବାଜ ପକ୍ଷୀର ଥଣ୍ଟ ଛୋଟ ଓ ମଝବୁତ

ସମକକ୍ଷ : ବାଜ ପକ୍ଷୀ

बदामी रंग का एक बकुला।

बाज की चोंच छोटी और मजबूत होती है।
गोनर्द, नीर गाँग, बाज

Diurnal birds of prey having long pointed powerful wings adapted for swift flight.

falcon

ଅର୍ଥ : ପ୍ରାଚୀନ ଭାରତୀୟ ଆର୍ଯ୍ୟଙ୍କର ଏକ ଧାର୍ମିକ କୃତ୍ୟ ଯେଉଁଥିରେ ହବନଆଦି ହୁଏ

ଉଦାହରଣ : ବୈଦିକ ଯୁଗରେ ଯଜ୍ଞର ବଡ଼ ମହତ୍ତ୍ୱ ଥିଲା ଯଜ୍ଞ ରକ୍ଷା କରିବାନିମନ୍ତେ ବିଶ୍ୱାମିତ୍ର ରାମ ଏବଂ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇଗଲେ

ସମକକ୍ଷ : ଋତ, ଯଜ୍ଞ, ଯାଗ

प्राचीन भारतीय आर्यों का एक धार्मिक कृत्य जिसमें हवन आदि होते थे।

वैदिक युग में यज्ञ का बड़ा महत्व था।
यज्ञ की रक्षा करने के लिए विश्वामित्र ऋषि राम और लक्ष्मण को अपने साथ ले गये थे।
अध्वर, आहव, इज्या, इष्टि, ऋत, मख, यज्ञ, याग, यूपध्वज, वर्हा, वाज, सत्र

The public performance of a sacrament or solemn ceremony with all appropriate ritual.

The celebration of marriage.
celebration, solemnisation, solemnization

ଅର୍ଥ : ଗୋଟିଏ ବଡ଼ ଶିକାରୀ ପକ୍ଷୀ

ଉଦାହରଣ : ଗୋଟିଏ ଝପ୍ଟାରେ ବାଜପକ୍ଷୀ ମୂଷାକୁ ଧରିନେଲା

ସମକକ୍ଷ : ବାଜପକ୍ଷୀ, ଶ୍ୱେନ, ଶ୍ୱେନପକ୍ଷୀ

एक बड़ा शिकारी पक्षी।

बाज ने एक ही झपट्टे में चूहे को पकड़ लिया।
ग्राहक, नीलपिच्छ, पगद्भीरु, प्राजिक, बाज, बाज़, लंबकर्ण, लम्बकर्ण, शशघातक, शशघाती, शशाद, शशादन, शौंगेय, श्येन, सैन

Any of various large keen-sighted diurnal birds of prey noted for their broad wings and strong soaring flight.

bird of jove, eagle