ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଖିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଖିଆ   ବିଶେଷ୍ୟ

ଅର୍ଥ : ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି

ଉଦାହରଣ : ମୋହନ ଏହି ସଙ୍ଗଠନର ପ୍ରଧାନବ୍ୟକ୍ତି

ସମକକ୍ଷ : ନେତା, ପ୍ରଧାନ, ପ୍ରଧାନ ବ୍ୟକ୍ତି, ସରଦାର

वह व्यक्ति जो विशेष रूप से अवैध गतिविधियों में संलग्न लोगों का नेतृत्व करता हो।

डाकुओं का सरगना कल रात पकड़ा गया।
सरगना, सरग़ना, सरदार

A person who has general authority over others.

lord, master, overlord

ଅର୍ଥ : ଯେ ଆଗେ ଚାଲେ ବା ଆଗୁଆଳି କରେ

ଉଦାହରଣ : କଠିନ କାମରେ ପ୍ରଥମେ ଆଗୁଆ ବ୍ୟକ୍ତି ହିଁ ଧକ୍କାପାଏ

ସମକକ୍ଷ : ଅଗ୍ରଗାମୀ, ଅଗ୍ରଣୀ, ଆଗୁଆ

वह जो आगे चले या अगुआई करे।

मुश्किलों से पहले अगुआ ही टकराता है।
अगुआ, अगुवा, अग्रगामी, अग्रणी, मुखिया, लीडर

A person who rules or guides or inspires others.

leader

ଅର୍ଥ : କୌଣସି ଘର, ଦଳ ବା ସମାଜଆଦିର ପ୍ରମୁଖ

ଉଦାହରଣ : ଅଟଳଜୀ ଭାଜପାର ମୁଖିଆ

ସମକକ୍ଷ : ପ୍ରଧାନ, ପ୍ରମୁଖ, ମୁଖ୍ୟ

वह जो किसी घर, संस्था, दल या समाज आदि का प्रमुख हो या जिसे सब प्रकार के काम करने का अधिकार हो।

अटलजी भाजपा के मुखिया हैं।
अगुआ, अगुवा, अधिष्ठाता, चूड़ा, प्रधान, प्रभारी, प्रमुख, मुखिया, सरगना, सरग़ना, सर्वेसर्वा, हेड

A person who is in charge.

The head of the whole operation.
chief, head, top dog