ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବେଚନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବେଚନା   ବିଶେଷ୍ୟ

ଅର୍ଥ : ବିଚାର କରିବା କ୍ରିୟା ବା ଭାବ

ଉଦାହରଣ : ବହୁତ ବିଚାର କରିବାପରେ ଆମେ ସମସ୍ୟା ସମାଧାନର ମାର୍ଗ ଖୋଜିପାଇଲୁ

ସମକକ୍ଷ : ଚିନ୍ତନ, ଚିନ୍ତା, ବିଚାର, ମନନ

विचार करने की क्रिया या भाव।

बहुत चिंतन के बाद हमने समस्या का हल ढूँढ़ निकाला।
अंतर्भावना, अनुशीलन, अन्तर्भावना, ईक्षा, चिंतन, चिंतन-मनन, चिन्तन, चिन्तन-मनन, मनन, विचारण, विचारणा, सोच विचार, सोच-विचार

The process of using your mind to consider something carefully.

Thinking always made him frown.
She paused for thought.
cerebration, intellection, mentation, thinking, thought, thought process

ଅର୍ଥ : ବିଚାର ପୂର୍ବକ ନିର୍ଣ୍ଣୟ କରାଯାଇଥିବା କାର୍ଯ୍ୟ

ଉଦାହରଣ : ଆଜିର ସଭାରେ ତୁଳସୀ ଦାସଙ୍କ ରଚନାଆଦିର ଆଲୋଚନା କରାଗଲା

ସମକକ୍ଷ : ଆଲୋଚନା, ମୀମାଂସା

विचारपूर्वक निर्णय करने की क्रिया।

आज की संगोष्ठी तुलसीदास की रचनाओं के विवेचन के लिए आयोजित की गई थी।
मीमांसा, विवेचन, विवेचना

The process of giving careful thought to something.

consideration

ଅର୍ଥ : ବୁଝି ବିଚାରି ହେଉଥିବା କଥା

ଉଦାହରଣ : ସେ ମୋ ବିଚାରଣା ଉପରେ ଧ୍ୟାନ ଦେଲା ନାହିଁ

ସମକକ୍ଷ : ବିଚାରଣା

सोची-विचारी हुई बात।

उसने मेरी विचारणा पर ध्यान नहीं दिया।
विचारणा

Something spoken.

He could hear them uttering merry speeches.
speech

ଅର୍ଥ : କୌଣସି ବସ୍ତୁର ଭଲମନ୍ଦ ଯାଞ୍ଚ୍‌ କରିବା ବା ପରୀକ୍ଷା କରିବା କ୍ରିୟା

ଉଦାହରଣ : ଭଲଭାବେ ବିବେଚନା କଲାପରେ କୌଣସି କଥାର ସତ୍ୟତାକୁ ସ୍ୱୀକାର କରିବା ଉଚିତ୍‌

किसी वस्तु के गुण-दोषों को भली-भाँति जाँचने या उसका परीक्षण करने की क्रिया।

अच्छी तरह विवेचना के बाद किसी बात की सत्यता को स्वीकार करना चाहिए।
ईक्षण, विवेचन, विवेचना, समालोचना

The work of inquiring into something thoroughly and systematically.

investigating, investigation