ଅର୍ଥ : କୌଣସି କଥାର ବିଚାର କିମ୍ବା ବିବେଚନା
ଉଦାହରଣ :
ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି
ସମକକ୍ଷ : ବିଚାର ବିମର୍ଶ, ବିଶ୍ଳେଷଣ, ସମାଲୋଚନା
ଅର୍ଥ : ଭଲଭାବରେ ଏବଂ ସତର୍କତାର ସହିତ କୌଣସି ସାହିତ୍ୟିକ କୃତିର ଗୁଣ ଓ ଦୋଷକୁ ବିବେଚନା କରାଯାଉଥିବା ଲେଖା
ଉଦାହରଣ :
ଶିକ୍ଷୟତ୍ରୀ ନାଟକର ସମାଲୋଚନା ଲେଖିବାପାଇଁ କହିଲେ
ସମକକ୍ଷ : ସମାଲୋଚନା
ଅର୍ଥ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
ଉଦାହରଣ :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
ସମକକ୍ଷ : ଗୋଷ୍ଠୀ, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
ଅର୍ଥ : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ଉଦାହରଣ :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ସମକକ୍ଷ : କଥା, କଥାବାର୍ତ୍ତା, ବାର୍ତ୍ତାଳାପ