ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଦ   ବିଶେଷ୍ୟ

ଅର୍ଥ : ସମାନ ନ ହେବା ଅବସ୍ଥା ବା ଭାବ

ଉଦାହରଣ : ଏହି ଦୁଇ ବସ୍ତୁରେ ବହୁତ ଅନ୍ତର

ସମକକ୍ଷ : ଅନ୍ତର, ଅସମାନତା, ପାର୍ଥକ୍ୟ, ପ୍ରଭେଦ, ଫରକ, ବିଷମତା, ଭିନ୍ନତା, ଭିନ୍ନତ୍ୱ

The quality of being unlike or dissimilar.

There are many differences between jazz and rock.
difference

ଅର୍ଥ : ଲୋକମାନଙ୍କୁ ପରସ୍ପର ବିରୋଧରେ ପ୍ରବର୍ତ୍ତେଇବାର ପ୍ରକ୍ରିୟା

ଉଦାହରଣ : ଭେଦ ସୃଷ୍ଟିକରି ଶାସନ କରିବା ଇଂରେଜମାନଙ୍କ ନୀତି ଥିଲା

ସମକକ୍ଷ : ପ୍ରଭେଦ, ଫାଟ, ବିରୁଦ୍ଧତା

लोगों को एक दूसरे के विरोधी बनने या बनाने की क्रिया।

फूट डालो ओर राज करो, यही अंग्रेजों की नीति थी।
दरार, फूट, भंग, भङ्ग, भेद

Division of a group into opposing factions.

Another schism like that and they will wind up in bankruptcy.
schism, split

ଅର୍ଥ : ଯେଉଁ କଥା ଗୁପ୍ତ ଥାଏ

ଉଦାହରଣ : ଚୋର ପୋଲିସ ସମ୍ମୁଖରେ ଚୋରିର ରହସ୍ୟ ଖୋଲିଦେଲା

ସମକକ୍ଷ : ମରମ, ମର୍ମ, ରହସ୍ୟ

वह बात आदि जो छिपी हुई हो।

चोर ने पुलिस के सामने चोरी का रहस्य खोल दिया।
उसका जीवन आज भी मेरे लिए रहस्य बना हुआ है।
इसरार, इस्रार, कूट, बात, भेइ, भेउ, भेद, मर्म, रहस्य, राज, राज़

Something that should remain hidden from others (especially information that is not to be passed on).

The combination to the safe was a secret.
He tried to keep his drinking a secret.
secret