ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଟ   ବିଶେଷ୍ୟ

ଅର୍ଥ : ଲୋକମାନଙ୍କୁ ପରସ୍ପର ବିରୋଧରେ ପ୍ରବର୍ତ୍ତେଇବାର ପ୍ରକ୍ରିୟା

ଉଦାହରଣ : ଭେଦ ସୃଷ୍ଟିକରି ଶାସନ କରିବା ଇଂରେଜମାନଙ୍କ ନୀତି ଥିଲା

ସମକକ୍ଷ : ପ୍ରଭେଦ, ବିରୁଦ୍ଧତା, ଭେଦ

लोगों को एक दूसरे के विरोधी बनने या बनाने की क्रिया।

फूट डालो ओर राज करो, यही अंग्रेजों की नीति थी।
दरार, फूट, भंग, भङ्ग, भेद

Division of a group into opposing factions.

Another schism like that and they will wind up in bankruptcy.
schism, split

ଅର୍ଥ : କୌଣସି ଜିନିଷ ଫାଟିଗଲେ ମଝିରେ ପଡ଼ୁଥିବା ଖାଲି ଜାଗା

ଉଦାହରଣ : ଭୂକମ୍ପ କାରଣରୁ ଭୂମିରେ ସ୍ଥାନେସ୍ଥାନେ ଫାଟ ହୋଇଛି

ସମକକ୍ଷ : ଫାଙ୍କ, ମେଲା

किसी चीज़ के फटने पर बीच में पड़नेवाली खाली जगह।

भूकंप के कारण जमीन में जगह-जगह दरार पड़ गयी है।
दरज, दरार, दर्रा, विवर, शिगा, शिगाफ, शिगाफ़

A long narrow opening.

cleft, crack, crevice, fissure, scissure