ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତର   ବିଶେଷ୍ୟ

ଅର୍ଥ : ସମାନ ନ ହେବା ଅବସ୍ଥା ବା ଭାବ

ଉଦାହରଣ : ଏହି ଦୁଇ ବସ୍ତୁରେ ବହୁତ ଅନ୍ତର

ସମକକ୍ଷ : ଅସମାନତା, ପାର୍ଥକ୍ୟ, ପ୍ରଭେଦ, ଫରକ, ବିଷମତା, ଭିନ୍ନତା, ଭିନ୍ନତ୍ୱ, ଭେଦ

The quality of being unlike or dissimilar.

There are many differences between jazz and rock.
difference

ଅର୍ଥ : ପ୍ରାଣୀମାନଙ୍କ ମଧ୍ୟରେ ଅନୁଭବ, ସଙ୍କଳ୍ପ-ବିକଳ୍ପ,ଇଚ୍ଛା, ବିଚାରଆଦି କରିପାରିବା ଶକ୍ତି

ଉଦାହରଣ : ମନର ଚଞ୍ଚଳତାକୁ ଦୂର କରିବା କଠିନ କାର୍ଯ୍ୟ ଅନ୍ୟର ମନ କଥା କିଏ ଜାଣି ପାରିବ?

ସମକକ୍ଷ : ଚିତ୍ତ, ମନ, ମାନସ, ହୃଦୟ

प्राणियों में अनुभव, संकल्प-विकल्प, इच्छा, विचार आदि करने वाली शक्ति।

मन की चंचलता को दूर करना कठिन कार्य है।
दूसरे के मन की बात कौन जान सकता है।
अंतःकरण, अंतर, अंतस्, अन्तःकरण, अन्तर, अन्तस्, असु, चित, चित्त, छाती, जहन, ज़हन, ज़िहन, ज़ेहन, जिहन, जी, जेहन, तबियत, तबीयत, दिल, पेट, मन, मनसा, मानस

ଅର୍ଥ : ଦୁଇଟି ବିଷୟ ମଧ୍ୟରେ ବିଶେଷ ବିଷମତା ବା ଫରକ

ଉଦାହରଣ : ଆୟ ଓ ବ୍ୟୟରେ ଅତ୍ୟଧିକ ଅନ୍ତର କାରଣରୁ ବହୁତ ଅସୁବିଧା ହେଉଛି

ସମକକ୍ଷ : ଅସମାନତା, ଫରକ

* दो आँकड़ों में एक विशिष्ट विषमता या फर्क।

आय और व्यय में अत्यधिक अंतर के कारण बहुत सारी कठिनाइयाँ हो रही हैं।
अंतर, अन्तर, असमानता, फरक, फर्क, फ़रक़, फ़र्क़

A conspicuous disparity or difference as between two figures.

Gap between income and outgo.
The spread between lending and borrowing costs.
gap, spread